ସର୍ବ ଶିକ୍ଷା ଅଭିଯାନ, ମାଲକାନଗିରିଙ୍କ କାର୍ଯ୍ୟାଳୟକୁ ଏଚ.ପି. କ୍ଯାଟ୍ରିଜ (88A, 12A, 45A) ଯୋଗାଣ ନିମନ୍ତେ ଠିକା ପ୍ରସ୍ତାବ ଆହ୍ଵାନ କରାଯାଊଅଛି।

ଶୀର୍ଷକ ବିବରଣୀ ଆରମ୍ଭ ତାରିଖ ଅନ୍ତିମ ତାରିଖ ଫାଇଲ
ସର୍ବ ଶିକ୍ଷା ଅଭିଯାନ, ମାଲକାନଗିରିଙ୍କ କାର୍ଯ୍ୟାଳୟକୁ ଏଚ.ପି. କ୍ଯାଟ୍ରିଜ (88A, 12A, 45A) ଯୋଗାଣ ନିମନ୍ତେ ଠିକା ପ୍ରସ୍ତାବ ଆହ୍ଵାନ କରାଯାଊଅଛି।

ସର୍ବ ଶିକ୍ଷା ଅଭିଯାନ, ମାଲକାନଗିରିଙ୍କ କାର୍ଯ୍ୟାଳୟକୁ HPCartridge (88A, 12A, 45A) ଯୋଗାଣ ନିମନ୍ତେ ଯୋଗ୍ୟ ଓ ଅଦ୍ୟାବଧି GST ପଞ୍ଜୀକୃତ ପ୍ରମାଣପତ୍ର,PAN କାର୍ଡ ଓ ଗତ ୩ ବର୍ଷର ଆୟକର ଦାଖଲ ହିସାବଫର୍ଦ ନଥିପତ୍ର ଥିବା ଅଧିକୃତ ଓ ବିଶ୍ୱାସଯୋଗ୍ୟ ବ୍ୟବସାୟ ସଂସ୍ଥା ଓ ପ୍ରତିଷ୍ଠାନ ମାନଙ୍କ ଠାରୁ ମୁଦିତ ଠିକା ପ୍ରସ୍ତାବ ଆହ୍ଵାନ କରାଯାଊଅଛି

05/06/2018 25/06/2018 ଡାଉନଲୋଡ୍ (966 KB)