ବନ୍ଦ କରନ୍ତୁ

ଯୋଜନା

Here appears all public schemes formulated by district administration. Search facility is provided to search a particular scheme from n numbers of schemes.

Filter Scheme category wise

ଫିଲଟର

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲାଗି ଓଡିଶା ସରକାରଙ୍କର ଏକ ପ୍ରୟାସ। ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ପରିବାରଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଲାଗି ଉଦ୍ଦିଷ୍ଟ। ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କ ରେ ଟିପନ୍ତୁ।

ପ୍ରକାଶିତ ତାରିଖ: 06/09/2018
ବିବରଣଗୁଡିକ ଦେଖନ୍ତୁ