ଜିଲ୍ଲା ଶିଳ୍ପ କେନ୍ଦ୍ର, ମାଲକାନଗିରିର ସାଧାରଣ ପରିଚାଳକଙ୍କ କାର୍ଯ୍ୟାଳୟ
ଲକ୍ଷ୍ୟ
ଜିଲ୍ଲା ଶିଳ୍ପ କେନ୍ଦ୍ରର ପ୍ରଧାନ ଲକ୍ଷ୍ୟ ହେଉଛି ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ତଥା ଶିଳ୍ପ ଓ କୁଟୀର ଶିଳ୍ପର ଅଭିବୃଦ୍ଧିକୁ ଉନ୍ନତ କରାଇବା ଓ ସରଳୀକରଣ କରିବା।
ଜିଲ୍ଲା ଶିଳ୍ପ କେନ୍ଦ୍ରର ଭୂମିକା
୧- ସମ୍ଭାବ୍ୟ ପ୍ରକଳ୍ପ ଗୁଡିକୁ ହାତକୁ ନେବା ପାଇଁ ଉତ୍ସାହୀ ଉଦ୍ୟୋଗୀର ଅନୁସନ୍ଧାନ ।
୨- ସମ୍ଭାବ୍ୟ ପ୍ରକଳ୍ପ ଗୁଡିକର ଅନୁସନ୍ଧାନ କରିବା ଏବଂ ଜିଲ୍ଲାରେ ମିଳୁଥିବା ସମ୍ପଦର ସର୍ଭେ କରିବା ଏବଂ ସମ୍ଭାବ୍ୟ ଶିଳ୍ପର ବିକାଶ ନିମିତ୍ତ ଯୋଜନା କରିବା।
୩- ଉଦ୍ୟୋଗୀ ମାନଙ୍କ ଦ୍ୱାରା ପ୍ରସ୍ତାବିତ ପ୍ରଜ୍ଞାପନ ଭାଗ – 1 ଓ ଭାଗ-2 ର ସ୍ୱୀକୃତି ପ୍ରଦାନ ।
୪- ସମ୍ଭାବ୍ୟ ଓ ଚଳନଶୀଳ ପ୍ରକଳ୍ପର ପ୍ରକଳ୍ପ ଚିଠା ପ୍ରସ୍ତୁତି ।
୫- ଉଦ୍ୟୋଗୀ ମାନଙ୍କର ସମସ୍ୟା ସମାଧାନ ନିମିତ୍ତ ଜିଲ୍ଲାସ୍ତରରେ ଦିଗଦର୍ଶକ ସେଲ୍ର ମଜବୁତକରଣ ।
୬- କ୍ଷୁଦ୍ର ଶିଳ୍ପ ବିଭାଗର ତଥ୍ୟ ପରିଚାଳନା ।
୭- ଓଡିଶା ରାଜ୍ୟଆର୍ଥିକ କର୍ପୋରେସନ,ଆର୍ଥିକ ଅନୁଷ୍ଠାନ ଓ ବ୍ୟାଙ୍କ୍ ମାନଙ୍କୁ ଋଣ ପ୍ରସ୍ତାବ ପ୍ରେରଣ ।
୮- ସରକାରୀ ଜମି ଓ ଶିଳ୍ପ ପ୍ରଭାବର ଘର ଉଦ୍ୟୋଗୀମାନଙ୍କୁ ଯୋଗାଇବା ।
୯- ବିଜୁଳି ଶକ୍ତି ଯୋଗାଇବା ନିମିତ୍ତ ପ୍ରସ୍ତାବ ପ୍ରେରଣ ।
୧୦- ଶିଳ୍ପଦ୍ୟୋଗୀ ବିକାଶ ଯୋଜନାରେ ତାଲିମ ପ୍ରଦାନ ।
୧୧- ପ୍ରଦର୍ଶନୀର ଆୟୋଜନ ଏବଂ ଶିଳ୍ପ ପ୍ରତିଷ୍ଠାତା ମାନଙ୍କୁ ଅନ୍ୟ ରାଜ୍ୟର ଶିଳ୍ପ ପ୍ରଦର୍ଶନୀ ଓ ଶିଳ୍ପ ପ୍ରଭାଗର ପ୍ରଦର୍ଶନ କରାଇବା ।
୧୨- ଜିଲ୍ଲା ସ୍ତରରେ ଶିଳ୍ପ ସଂସ୍ଥା ମାନଙ୍କର ସମସ୍ୟା ସମାଧାନ ।
୧୩- ସ୍ଥିତ ଶିଳ୍ପ ଅନୁଷ୍ଠାନ ମାନଙ୍କର ସ୍ୱାସ୍ଥ୍ୟ ପରିଚାଳନା କରିବା ।
୧୪- ଶିଳ୍ପ ନୀତି ଅନୁଯାୟୀ ବିଭିନ୍ନ ଅନୁଦାନ ନିମିତ୍ତ ଉଦ୍ୟୋଗର ପ୍ରସ୍ତାବ ପ୍ରେରଣ ।
୧୫- ଦରକାରୀ ବଜାର ସହାୟତା ଯୋଗାଣ ।
୧୬-ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ସୃଷ୍ଟି ଯୋଜନାର ପରିଚାଳନା ।
୧୭- ରୁଗଣ କ୍ଷୁଦ୍ର ଶିଳ୍ପର ଉତ୍ଥାନ ନିମିତ୍ତ ସାହାଯ୍ୟ ।
ସାଂଗଠନିକ ଗଠନ ପ୍ରଣାଳୀ
କ୍ର. ସଂ. |
ପଦବୀ ର ନାମ |
ମଞ୍ଜୁରୀ ସଂଖ୍ୟା |
କାର୍ଯରତ କର୍ମଚାରୀ / ଅଫିସର |
୦୧ |
ଜେନେରାଲ ମ୍ୟାନେଜର |
୦୧ |
୦୧ |
୦୨ |
ସହାୟକ ମ୍ୟାନେଜର |
୦୧ |
– |
୦୩ |
ଆଈ.ପି.ଓ |
୦୬ |
୦୩ |
୦୪ |
କିରାଣୀ |
୦୧ |
୦୧ |
୦୫ |
ପିଅନ/ମ୍ୟାସେନଜର |
୦୬ |
୦୩ |
ଜିଲ୍ଲାରେ ଥିବା ପ୍ରଚ୍ଛନ୍ନ ଶିଳ୍ପର ତାଲିକା
କ୍ର.ସଂ |
ପ୍ରଚ୍ଛନ୍ନ ଶିଳ୍ପ ର ନାମ |
୦୧ |
ଜେ.ବି . ଇଣ୍ଡଷ୍ଟ୍ରି, ମାଲକାନଗିରି |
୦୨ |
ଏସ.କେ ଏଣ୍ଟରପ୍ରାଈଜେସ, ମାଲକାନଗିରି |
୦୩ |
ମହାବୀର ରାଈସ ମିଲ, ମାଲକାନଗିରି |
୦୪ |
ଭୀର ମଡର୍ନ ରାଈସ ମିଲ |
୦୫ |
ସୁବଳେଶ୍ବର ରାଈସ ମିଲ, ମାଲକାନଗିରି |
୦୬ |
ମା ମଙ୍ଗଳା ରାଈସ ମିଲ, ମାଲକାନଗିରି |
୦୭ |
ସାରଳାଦେବୀ ରାଈସ ମିଲ, ମାଲକାନଗିରି |
୦୮ |
ଶ୍ରୀ ଦୂର୍ଗା ରାଈସ ମିଲ, କଲିମେଳା |
୦୯ |
ବାଲାଜୀ ରାଈସ ମିଲ, କଲିମେଳା |
୧୦ |
ସିଙ୍ଘାସିନୀ ରାଈସ ମିଲ,କୋରୁକୋଣ୍ଡା |
୧୧ |
ସାରଦା ରାଈସ ମିଲ,ତରଳାକୋଟ |
୧୨ |
ଅନ୍ନପୂର୍ଣା ରାଈସ ମିଲ,ବାଲିମେଳା |
୧୩ |
ସାହୁ ଏଣ୍ଟରପ୍ରାଈଜେସ, ଚିତ୍ରକୋଣ୍ଡା-II |
୧୪ |
ଲକ୍ଷ୍ମୀ ଗଣେଶ ରାଈସ ମିଲ,ଗୋବିନ୍ଦପଲ୍ଲୀ |
୧୫ |
ଜୟଶ୍ରୀ ରାଈସ ମିଲ , ମାଥିଲି |
୧୬ |
ଭାସଭି ମଡର୍ନ ରାଈସ ମିଲ,ଗୋବିନ୍ଦପଲ୍ଲୀ |
୧୭ |
ବାବା ମଡର୍ନ ରାଈସ ମିଲ |
୧୮ |
ସାବିତ୍ରୀ ଷ୍ଟୋନ କ୍ରଶର, ମାଲକାନଗିରି |
୧୯ |
ମୁତୟଲମ ମଡର୍ନ ରାଈସ ମିଲ,ସିଆଗିମାଳ,କୋରୁକୋଣ୍ଡା |
୨୦ |
ବାଲାଜୀ ରାଈସ ମିଲ,ବାଲିମେଳା |
୨୧ |
ଅମ୍ବିକା ମଡର୍ନ ରାଈସ ମିଲ, ଡି.ଏନ.କେ, ମାଲକାନଗିରି |
ତିଆରି ହେଉଥିବା ସ୍ଵତନ୍ତ୍ର ହସ୍ତଶିଳ୍ପ
କ୍ର.ସଂ |
ସ୍ଵତନ୍ତ୍ର ହସ୍ତଶିଳ୍ପ |
ଅବସ୍ଥିତି |
୦୧ |
ଟେରାକୋଟା କାମ |
ପାନଗୁଡା(କୋରୁକୋଣ୍ଡା ବ୍ଲକ),ପୂସୁଗୁଡା(କାଲିମେଳା ବ୍ଲକ),ଥାପ୍ପାଗୁଡା(ମାଲକାନଗିରି ବ୍ଲକ) |
୦୨ |
ସିସଲ ଫାଇବର କାମ |
ମୁଟେବେଡା(ମାଥିଲି ବ୍ଲକ),ଖାଇରପଲ୍ଲୀ(ମାଥିଲି ବ୍ଲକ) |
03 |
ବାଉଁଶ କାମ |
କରାପଲ୍ଲୀ,ସରଧପୁଟ(ମାଥିଲି ବ୍ଲକ),ପାନସପୁଟ,କେ ଗୁମ୍ମା,ଜେନେବେଡା(କୁଡୁମୁଳୁଗୁମ୍ମା ବ୍ଲକ),ଭାଲୁଗୁଡା(ମାଲକାନଗିରି ବ୍ଲକ) |
ଶିଳ୍ପ ସମ୍ବନ୍ଧୀୟ କିଛି ଅଧିକ ସୂଚନା ନିମ୍ନ ପି ଡି ଏଫ ଫାଇଲ ରେ ଦିଆଗଲା
ଶିଳ୍ପ ସମ୍ବନ୍ଧୀୟ କିଛି ଅଧିକ ସୂଚନା ପି.ଡି.ଏଫ( ୧.୦ MB)