ବନ୍ଦ କରନ୍ତୁ

ଆବାସ ସ୍ଥଳ (ହୋଟେଲ/ ରିସୋର୍ଟ/ ଧର୍ମଶାଳା)

ମାଲକାନଗିରି ଜିଲ୍ଲାରେ ଅନେକ ମନୋରମ ପର୍ଯ୍ୟଟନସ୍ଥଳୀ ଅଛି, ଯାହାକି ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନଙ୍କୁ ସର୍ବଦା ଆକୃଷ୍ଠ କରିଆସୁଅଛି । ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରାନ୍ତରୁ, ମୁଖ୍ୟତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ ଏବଂ ପଶ୍ଚିମବଙ୍ଗରୁ ଅନେକ ପର୍ଯ୍ୟଟକ ମାଲକାନଗିରିର ଜୀବନ୍ତକଳା,ମନୋମୁଗ୍ଧକର ପ୍ରାକୃତିକ ଦୃଶ୍ୟରାଜି ଏବଂ ଧାର୍ମିକ ପରମ୍ପରା ଓ ସଂସ୍କୃତି ସହ ଜଡିତ ମନ୍ଦିରମାନ ଦର୍ଶନ ନିମନ୍ତେ ଏଠାକୁ ଆସଥାନ୍ତି।

ଏଠାରେ ୪ ଗୋଟି ବେସରକାରୀ ହୋଟେଲ୍ ଏବଂ ମାଲକାନଗିରି ନଗରପାଳିକା ତତ୍ବାବଧାନରେ ଗୋଟିଏ ଯାତ୍ରୀନିବାସ ଅଛି ।

ଆବାସ ସ୍ଥଳ ତଥ୍ୟ
କ୍ର.ନଂ ହୋଟେଲ୍/ଲଜର ନାମ ସମ୍ପର୍କ ପାଇଁ ମନ୍ତବ୍ୟ
ଯାତ୍ରୀ ନିବାସ  ମାଲକାନଗିରି ନଗରପାଳିକା ତତ୍ବାବଧାନରେ
 ହୋଟେଲ୍ ଗୋଲ୍ଡେନ୍ ଭ୍ୟୁ ୦୬୮୨୧-୨୩୧୫୬୭

୯୧୭୮୦୭୩୯୯୮

ବେସରକାରୀ
ହୋଟେଲ୍ ରକ୍ ହିଲ ୦୬୮୨୧-୨୩୦୪୪୩

୮୦୧୮୪୪୪୮୨୯

ବେସରକାରୀ
ହୋଟେଲ୍ ବାସନ୍ତି ୦୬୮୨୧-୨୩୦୯୯୬

୯୯୩୮୮୮୭୪୦୫୧

ବେସରକାରୀ
ହୋଟେଲ୍ ମାଲ୍ୟବନ୍ତ ୮୮୯୫୫୨୪୧୭୦ ବେସରକାରୀ