ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

ସାଧାରଣତଃ ମାଲକାନଗିରିର ମୁଖ୍ୟାଳୟ ସଦର ପରବର୍ତ୍ତୀ କାଳରେ ମାଲକାନଗିରି ଜିଲ୍ଲା ନାମରେ ନାମିତ ହୋଇଅଛି । ସନ୍ 1936 ମସିହାରେ ଓଡ଼ିଶା ପ୍ରଦେଶ ଗଠନ ସମୟରେ ମାଲକାନଗିରିଟି ଗୋଟିଏ ‘ତାଲୁକ’ ଭାବରେ କୋରାପୁଟ ଜିଲ୍ଲାର ନବରଙ୍ଗପୁର ସବ୍-ଡିଭିଜନ ଅନ୍ତର୍ଗତ ଥିଲା ।ଏହା 1962 ମସିହାରେ କୋରାପୁଟ ଜିଲ୍ଲାର ଏକ ସବ୍-ଡିଭିଜନ୍ ପାହ୍ୟାରେ ଉପନୀତ ହେଲା। ଯେତେବେଳେ ଓଡିଶା ସରକାରଙ୍କ ଜିଲ୍ଲା ଗୁଡିକର ପୁନଃ ସଂଗଠନ ବିଜ୍ଞପ୍ତି 1992 ମସିହା ଅକ୍ଟୋବର 01 ତାରିଖରେ ଜାରି କରାଯାଇ, 1992 ମସିହା ଅକ୍ଟୋବର 02 ତାରିଖରେ କାର୍ଯ୍ୟକାରୀ ହେବା ପରେ ବର୍ତ୍ତମାନର ମାଲକାନଗିରି ଜିଲ୍ଲା ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିଲା । ଏହାର ବିସ୍ତୃତି , 17 ଡିଗ୍ରୀ 45’ ଉତ୍ତରରୁ 18 ଡିଗ୍ରୀ 40’ ଉତ୍ତର ଅକ୍ଷାଂଶ ଏବଂ 81 ଡିଗ୍ରୀ 10’ ପୂର୍ବ ଦ୍ରାଘିମାରୁ 82 ଡିଗ୍ରୀ ପୂର୍ବ ଦ୍ରାଘିମା ଅଞ୍ଚଳରେ 5791 ବର୍ଗ କିଲୋମିଟର ପର୍ଯ୍ୟାପ୍ତ ଅଟେ ।

ଅଧିକ ପଢନ୍ତୁ

Collector & Dm
ଶ୍ରୀ ବିଶାଳ ସିଂହ, ଭା.ପ୍ର.ସେ ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ

telemedicine

ଏକ ନଜରରେ ଜିଲ୍ଲା

ଫଟୋ ଗ୍ୟାଲେରୀ

  • ପ୍ରଦର୍ଶିତ ପାଇଁ କୌଣସି ପୋଷ୍ଟ ନାହିଁ