ମାଲକାନଗିରି କୁ ସ୍ବାଗତ

Image descriptionମାଲକାନଗିରି ଜିଲ୍ଲା ଏକ ଆଦିବାସୀ ପ୍ରଧାନ ଜିଲ୍ଲା ଭାବରେ ଓଡିଶା ରେ ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ‌ ଏଠାରେ ମୁଖ୍ୟତଃ ବଣ୍ଡା,କୋୟା,ଦିଦାୟି,ଗଡବ,ହାଲ୍ଭା ପ୍ରଭୃତି ଉପଜାତି ର ଲୋକ ବାସ କରନ୍ତି ‌ ଏହି ଜିଲ୍ଲା ୭ ଟି ପଞ୍ଚାୟତ ସମିତି ଓ ୭ ଟି ତହସିଲ କୁ ନେଇ ଗଠିତ ‌ ଅଧିକ ଜାଣିବା ପାଇଁ ନିମ୍ନ ପ୍ରଦତ୍ତ ଲିଙ୍କ କୁ ଯାଆନ୍ତୁ..

| ଉପକ୍ରମ | ଇତିହାସ | ଜନ ସୂଚନା | ଭୌଗଳିକ ସୂଚନା | ଆଦିବାସୀ

| ସଂସ୍କୃତି | ପର୍ବପର୍ବାଣି | ଜଳବାୟୁ |